Followers

Corona News

ରାଜ୍ୟରେ ଆସିପାରେ କରୋନା ଭାଇରସ୍ ତୃତୀୟ ଲହରଏବେଠୁ ପ୍ରସ୍ତୁତି ଆରମ୍ଭ କଲେଣି ସରକାର!

Corona Virus

. ଏବେଠୁ ସ୍ୱାସ୍ଥ୍ୟକର୍ମୀ ନେବେ ତାଲିମ

. ତୃତୀୟ ଲହରକୁ ନେଇ ଏବେଠୁ ପ୍ରସ୍ତୁତି

ଶିଶୁମାନେ ଅଧିକ ପ୍ରଭାବିତ ନେଇ ଆଶଙ୍କା

. ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ

୫. ୧୧୧୪ ଡାକ୍ତରଙ୍କୁ ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ

Corona Virus

କରୋନା ଭାଇରସ୍ ଚିକିତ୍ସା ପାଇଁ ଜେନେରାଲ ଓ ଆଇସିୟୁ ବେଡ୍‌ ପ୍ରସ୍ତୁତି

ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ପ୍ରଭାବିତ ହେବାଲାଗି ବିଶେଷଜ୍ଞମାନେ ମତ ଦେବାପରେ ଏବେଠାରୁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। 

.  ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ଏହି ତୃତୀୟ ଲହର ଆସିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ବିଶେଷଜ୍ଞମାନେ କହିଛନ୍ତିଯେ "ବୟସ୍କଙ୍କ ଅପେକ୍ଷା ଶିଶୁମାନଙ୍କ ଚିକିତ୍ସା ପଦ୍ଧତି ଭିନ୍ନ", ତେଣୁ ଶିଶୁମାନଙ୍କ ଚିକିତ୍ସା ପାଇଁ ବେଡ୍‌ ସୁବିଧାକୁ ବଢ଼ାଇ ଦିଆଯାଇଛି।

ଶିଶୁଙ୍କ କୋଭିଡ୍‌ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବା ସଙ୍ଗେସଙ୍ଗେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସମ୍ପର୍କରେ ତାଲିମ ଦିଆଯିବ। 

୫. ପ୍ରାୟତଃ ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ୍‌ ତାଲିମ ଆରମ୍ଭ କରାଯିବ।

୬. ଅନ୍ୟପଟେ ତୃତୀୟ ଲହର ମୁକାବିଲା ପାଇଁ ୩ହଜାର ବେଡ୍‌, ୨୩୯୦ ଆଇସୋଲେସନ ବେଡ୍‌ ଏବଂ ୬୧୦ ଆଇସିୟୁ ପ୍ରସ୍ତୁତ ରଖାଯାଇଛି।

୭. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର ମଙ୍ଗଳବାରେ ଅନୁଷ୍ଠିତ କୋଭିଡ୍‌ ସମୀକ୍ଷା ବୈଠକରେ  ସୂଚନା ଦେଇଥିଲେ।

Corona Virus

Publisher GBR


No comments:

Post a Comment

About Google Web Stories

  लोग कहानियों को सामने आते देखना पसंद करते हैं। इसीलिए टैप करने योग्य कहानी के अनुभव इतने लोकप्रिय हैं। इन टैप करने योग्य कहानियों को बनाने...